ରାଷ୍ଟ୍ରପତି ଭବନରେ ରାଜଯୋଗୀ ବ୍ରହ୍ମାକୁମାର ବିଜୟ ଭାଇ

ରାଷ୍ଟ୍ରପତି ଭବନରେ ରାଜଯୋଗୀ ବ୍ରହ୍ମାକୁମାର ବିଜୟ ଭାଇ

ଭୁବନେଶ୍ବର: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ରାଜଯୋଗୀ ବ୍ରହ୍ମାକୁମାର ବିଜୟ ଭାଇ ୧୪ ଜଣ ବିଶିଷ୍ଟ ଉଦ୍ୟୋଗପତି, ବ୍ରହ୍ମାକୁମାରୀ ସଂସ୍ଥାର ଦିଲ୍ଲୀର ବରିଷ୍ଠ ରାଜଯୋଗୀ ଜୟପ୍ରକାଶ ଭାଇ, ପ୍ରଭାତ ଭାଇ, ମୁମ୍ବାଇର ତ୍ରିନାଥ ଭାଇ, ରାଜଯୋଗିନୀ ବ୍ରହ୍ମାକୁମାରୀ ସୂଚୀତା ଭଉଣୀ, ମାଉଣ୍ଟ ଆବୁର ରାଜଯୋଗୀ ବ୍ରହ୍ମାକୁମାର ସୁଧୀର ଭାଇ, ବ୍ରହ୍ମାକୁମାରୀ ନମିତା, ମୁମ୍ବାଇରୁ ଶାନ୍ତିଲାଲ ମେହେଟ୍ଟା, ଅନିଲ ଜୈନ, ସୁନୀଲ ପୁନମିଆଁ, ପୁନାରୁ ତାରାଚାନ୍ଦ ଚୌଧୁରୀ, ଭୈରାରାମ ଚୌଧୁରୀ ତଥା ଅନ୍ୟ ବ୍ରହ୍ମାକୁମାରୀମାନେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଉଦ୍ୟୋଗପତିମାନେ ରାଷ୍ଟ୍ରପତିଙ୍କଠାରୁ ତାଙ୍କର ପିଲାଟି ଦିନରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଦୀର୍ଘ ଯାତ୍ରାର ଅନୁଭୂତିରୁ ଅନେକ ପ୍ରେରଣା ପାଇଥିଲେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe