ଦୁଷ୍କର୍ମ ଅଭିଯୁକ୍ତକୁ ୧୫ ବର୍ଷ ସଶ୍ରମ ଜେଲ୍‌

oneindia.com

ଅଡ଼ବା/ପାରଳାଖେମୁଣ୍ଡି : ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ବାଲିବନ୍ଧ ଗ୍ରାମରେ ୨୦୧୭ ମସିହାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ପାରଳାଖେମୁଣ୍ଡି ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅରୁଣ କୁମାର ସାହୁ ଟୁନୁ ମଣ୍ଡଳକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe