ଚିଲିକାରୁ ବିରଳ କଇଁଛ ଉଦ୍ଧାର

Advertisment
ଚିଲିକାରୁ ବିରଳ କଇଁଛ ଉଦ୍ଧାର

ବ୍ରହ୍ମଗିରି: ଚିଲିକାରୁ ଏକ ବିରଳ କଇଁଛ ଉଦ୍ଧାର ପରେ ପୁଣି ଥରେ ଏହାକୁ ଚିଲିକାରେ ଛଡ଼ା ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଗମ୍ଭାରୀ ଗାଁ ନିକଟ ଚିଲିକାରେ ମାଛ ଧରିବାକୁ ବସିଥିବା ଜାଲରେ ଏକ ବିରଳ କଇଁଛ ପଡ଼ିଥିଲା। କଇଁଛଟି ସୁନେଲି ରଙ୍ଗର ହୋଇଥିବା ବେଳେ ଏହାର ପିଠିରେ ରଙ୍ଗବେରଙ୍ଗର ଚିହ୍ନ ରହିଥିଲା।

ମତ୍ସ୍ୟଜୀବୀମାନେ କଇଁଛକୁ ଦେଖିବା ପରେ ପୁଣି ଥରେ ଏହାକୁ ଚିଲିକାରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe