ରଥ ଖଳା ହାଲଚାଲ : ଗରଗରା ଉଠିଲା

Advertisment
ରଥ ଖଳା ହାଲଚାଲ : ଗରଗରା ଉଠିଲା

ପୁରୀ : ଆଜି ରଥଖଳାରେ କମାର ସେବକମାନେ ଘଡ଼ିମୁହଁ କଣ୍ଟା ଅନୁକୂଳ କରିଛନ୍ତି। ଅନୁକୂଳ ସରିବା ଏହାକୁ ଭୋଇ ସେବକମାନେ ଦଣ୍ଡାରେ ବାଡେଇଥିଲେ। ଏହା ପରେ ପୋଖରିଆରେ ପୋଖରିଆ କଣ୍ଟା ବାଡ଼ା ଯାଇଥିଲା। ଏହି କଣ୍ଟାବାଡ଼ିଆ ଶେଷ ହେବା ପରେ ଭୋଇ ସେବକମାନେ ପାଞ୍ଚ ଦଣ୍ଡା ଉପରୁ ଗରଗରା ଉଠାଇଥିଲେ। ଆଜି କେବଳ ଗରଗରା କଳାସା ହୋଇଛି। ଆସନ୍ତାକାଲି ଗରାଗରାରେ କଣ୍ଟା ବାଡ଼ିଆ ହେବ। ରୂପକାର ସେବକମାନେ ସିଂହାସନ, ନାଟଗୋଡ କାମ ଖୋଦେଇ କରିଥିଲେ। ଦୋଳବେଦୀ କୋଣରେ କମାର ସେବକ ଗୟଳ ଚିରଟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe