କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଅତିରିକ୍ତ ଦାୟିତ୍ବ

Advertisment
କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ସରକାର େକନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ ସାମଲଙ୍କୁ ରାଜ୍ୟ ପରିବହନ କମିସନର ଭାବେ ଅତିରିକ୍ତ ଦାୟିତ୍ବ େଦଇଛନ୍ତି। େସଠାରେ ଥିବା ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କର ଆଇନଶୃଙ୍ଖଳା ଏଡିଜି ଭାବେ ବଦଳି େହବା ପରେ ଏହି ପଦଟି ଖାଲି ପଡିଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୦ ତାରିଖ ସୁଦ୍ଧା ସରକାର େସଠାରେ ଆଉ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିୟମିତ ଭାବେ ନିଯୁକ୍ତି ଦେବା ପର୍ଯ୍ୟନ୍ତ ଶ୍ରୀ ସାମଲ ଦାୟିତ୍ବରେ ରହିବେ।

ସେପଟେ ଉତ୍ତରାଞ୍ଚଳ ଆରଡିସି ଡି ଭି ସ୍ବାମୀ େକନ୍ଦ୍ରୀୟ େଡପୁଟେସନରେ ଯାଉଛନ୍ତି। ତାଙ୍କୁ େକାଚିନ୍ ଏସ୍ଇଜେଡ୍ ଉନ୍ନୟନ କମିସନର ଭାବେ ନିଯୁକ୍ତି ମିଳିଛି। ଫଳରେ ଉତ୍ତରାଞ୍ଚଳ ଆରଡିସି ପାଇଁ ସରକାର ଏବେ ଅଫିସର େଖାଜା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe