କଳା ଓ ଧନ୍ଦାମୂଳକ ପରୀକ୍ଷା ଖାତା ପୁନଃଯାଞ୍ଚ ୧୧ ପରେ

Advertisment
ସରିଲା ଯୁକ୍ତ୨ ଖାତା ଦେଖା, ଦୁଇଟି ପଦ୍ଧତିରେ ମିଳିବ ମାର୍କ

Justdial

ଭୁବନେଶ୍ୱର : କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କର କୌଣସି ପ୍ରକାର ଦ୍ବନ୍ଦ୍ବ ଥିବେ ସେମାନେ ପୁନଃଯାଞ୍ଚ ଲାଗି ଆବେଦନ କରିପାରିବେ। ଏଥିପାଇଁ ଆସନ୍ତା ୧୧ ତାରିଖ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି। କରୋନା ମହାମାରୀ ଚାଲିଥିବାରୁ ଇନ୍‌ଷ୍ଟାଣ୍ଟ ପରୀକ୍ଷା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ତାରିଖ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe