ପ୍ରଶିକ୍ଷଣ ଶେଷ ପରେ ୧୩ ଡିଏସ୍‌ପିଙ୍କୁ ନିଯୁକ୍ତି

Advertisment
ପ୍ରଶିକ୍ଷଣ ଶେଷ ପରେ ୧୩ ଡିଏସ୍‌ପିଙ୍କୁ ନିଯୁକ୍ତି

Twitter

କଟକ: ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରୁ ପ୍ରଶିକ୍ଷଣ ଶେଷ ହେବାପରେ ଆଜି ଓଡ଼ିଶା ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍ ପକ୍ଷରୁ ୧୩ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତି ଦିଆଯାଇଛି।

ଡିଏସ୍‌ପି ସମ୍ପତ କୁମାର ଦାଶଙ୍କୁ ସୋନପୁର, ବିଭୂତି ଭୂଷଣ ମହାପାତ୍ରଙ୍କୁ ଢେଙ୍କାନାଳ, ସୁବ୍ରତ କୁମାରଙ୍କୁ ରାଉରକେଲା, ଅମ୍ବିତ ମହାନ୍ତିଙ୍କୁ କେନ୍ଦୁଝର, ଉପାସନା ପାଢୀଙ୍କୁ କେନ୍ଦୁଝର, ସଚିନ ପଟେଲଙ୍କୁ ପୁରୀ, ଶ୍ରାବଣୀ ନାୟକଙ୍କୁ ଗଂଜାମ, ରଶ୍ମିରଂଜନ ସେନାପତିଙ୍କୁ ଭଦ୍ରକ, ସମ୍ବିତ କୁମାର ମାଝୀଙ୍କୁ ସୁନ୍ଦରଗଡ଼, ବିରଞ୍ଚି ନାରାୟଣ ଜଗତଙ୍କୁ କେନ୍ଦ୍ରାପଡ଼ା, ସୌମ୍ୟରଂଜନ ମଲ୍ଲିକଙ୍କୁ ଝାରସୁଗୁଡା, ମୀରା ନାୟକଙ୍କୁ ନୟାଗଡ଼ ଓ ମିନ‌ାକ୍ଷୀ ଠାକୁରଙ୍କୁ ଖୋର୍ଦ୍ଧାରେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe