ନବବଧୂଙ୍କ ମୃତଦେହ ଉଦ୍ଧାର ଘଟଣା: ଅଟକ ସ୍ବାମୀ ଜେଲ୍‌ ଗଲେ

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ୍‌ ମରୁଆଁ ଗ୍ରାମରୁ ଗୁରୁବାର ବିଳାସିନୀ ବନଗୁଲା ନାମ୍ନୀ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ମୃତ ବିଳାସିନୀଙ୍କ ବାପା ଅଭିଯୋଗ କରିଥିଲେ। ଏହି ମାମଲାରେ ଶୁକ୍ରବାର ମୃତ ବିଳାସିନୀଙ୍କ ସ୍ବାମୀ ନରେନ୍ଦ୍ର ‌ବନଗୁଲା ଜେଲ୍‌ ଯାଇଛନ୍ତି।

ସୂଚନା ଅନୁସାରେ, ପୁଲିସ ଅଭିଯୋଗ ପାଇବା ପରେ ଗୁରୁବାର ନରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe