ଢେଙ୍କାନାଳ ଜିଲ୍ଲାର ୮ରୁ ୭ରେ ବିଜେଡି, ଗୋଟିଏରେ ବିଜେପି

Advertisment

ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ

ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ

ପଞ୍ଚାୟତ ଭୋଟ୍‌: ପୋଛିନେଉଛି ବିଜେଡି; ପ୍ରଥମ ଦିନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ୮ଟା ଜିଲ୍ଲା ପରିଷଦ ଆସନର ଭୋଟ୍ ଗଣତି  ପରେ ଫଳାଫଳ ସାମନାକୁ ଆସିଛି। ୭ଟିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଜିଲ୍ଲାର ଏକମାତ୍ର ଭୁବନରେ ବିଜେପି  ପ୍ରାର୍ଥୀ ହୋଇଛନ୍ତି। ନିମ୍ନରୁ ଜାଣନ୍ତୁ ଢେଙ୍କାନାଳ ଜିଲ୍ଲାର ପ୍ରଥମ ଦିନର ଜିଲ୍ଲା ପରିଷଦ ଭୋଟ ଗଣତିର ଫଳାଫଳ

ଢେଙ୍କାନାଳ ଜିଲ୍ଲା ବିଜୟୀ ଫଳାଫଳ
ମୋଟ:୮
ବିଜେଡି-୭
ବିଜେପି-୧(ଭୁବନ)
●୧-ଓଡ଼ପଡା-୧
ପ୍ରତିମା ନାଏକ-ବିଜେଡି-ବିଜୟୀ-୭୧୩୪
● ୪-କଙ୍କଡାହାଡ଼:
ନବକିଶୋର ସାହୁ-ବିଜେଡି-ବିଜୟୀ-
୭୦୧
● ୭-କାମାକ୍ଷାନଗର:
ଦୀପ୍ତିମୟୀ ବିଶ୍ୱାଳ-ବିଜେଡି-ବିଜୟୀ-୨୩୯୦
● ୧୦-ଗଁନ୍ଦିଆ:
ବିଶ୍ୱନାଥ ଚିନ୍ନାରା-ବିଜେଡି-ବିଜୟୀ-୮୧୨୧
●୧୪-ଢେଙ୍କାନାଳ ସଦର:
ପୁର୍ଣିମା ଦେହୁରୀ-
ବିଜେଡି-ବିଜୟୀ-
●୧୮-ପରଜଙ୍ଗ:
ରୁନୁ ବର୍ମା-
ବିଜେଡି-ବିଜୟୀ-୨୦୭
★୨୧-ଭୁବନ:
ସିଲରାଣୀ ସାହୁ-ବିଜେପି-
ବିଜୟୀ-୩୫୪
●୨୪-ହିନ୍ଦୋଳ:
ମମାଲି ଦାଶ-ବିଜେଡି- ବିଜୟୀ-୧୩୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe