ରିତୁ କଉଡ଼ି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦ୍ୱାରା ସମ୍ମାନିତ

ବାଲିଶଙ୍କରା ବ୍ଲକ କୁସୁମୁରା ପଞ୍ଚାୟତ ସାଙ୍କୋବାହାଲ ଗ୍ରାମର ଝିଅ ଓଡ଼ିଶା ମହିଳା ପୁଲିସ ରୋଇଙ୍ଗ ଟିମ୍‌ର ସଦସ୍ୟା ଥିବାବେଳେ ବିଭିନ୍ନ ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି...

Ritu Kweedi honored by the Director General of State police

Ritu Kweedi honored by the Director General of State police

ବାଲିଶଙ୍କରା: ବାଲିଶଙ୍କରା ବ୍ଲକ କୁସୁମୁରା ପଞ୍ଚାୟତ ସାଙ୍କୋବାହାଲ ଗ୍ରାମର ଝିଅ ରିତୁ କଉଡ଼ି ଓଡ଼ିଶା ମହିଳା ପୁଲିସ ରୋଇଙ୍ଗ ଟିମ୍‌ର ସଦସ୍ୟା ଥିବାବେଳେ ବିଭିନ୍ନ ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ଓଡ଼ିଶା ପୁଲିସର କ୍ରୀଡ଼ାବିତମାନଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି।ବାଲିଶଙ୍କରା ବ୍ଲକ କୁସୁମୁରା ପଞ୍ଚାୟତ ସାଙ୍କୋବାହାଲ ଗ୍ରାମର ଝିଅ ରିତୁ କଉଡ଼ି ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ଅଞ୍ଚଳ ପାଇଁ ଗୌରବ ଆଣି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।

ଏନେଇ ଅଞ୍ଚଳରେ ରିତୁ କଉଡ଼ିଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବା ସହ ଖୁସିର ଲହରୀ ଖେଳିଯାଇଛି।

sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe