ଚଣ୍ଡିଖୋଲ- ଡୁବୁରି ରାସ୍ତାରେ ରାସ୍ତାରୋକ

Advertisment
ଚଣ୍ଡିଖୋଲ- ଡୁବୁରି ରାସ୍ତାରେ ରାସ୍ତାରୋକ

ଚଣ୍ଡିଖୋଲ: ଚଣ୍ଡିଖୋଲ-ଡୁବୁରୀ ରାସ୍ତା ମରଣଯନ୍ତା ପାଳଟିଛି। ଏହି ରାସ୍ତା ଦେଇ ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଗାଡ଼ିମୋଟର ଚଳାଚଳ କରୁଥିବା ସତ୍ତ୍ୱେ ଏହି ରାସ୍ତା ଓ ବ୍ରାହ୍ମଣୀ ନଦୀ ଉପରେ ଥିବା ପୋଲର ମରାମତି ପାଇଁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ଏହାର ପ୍ରତିବାଦରେ ଆଜି ବ୍ରାହ୍ମଣୀ ସେତୁ ସୁରକ୍ଷା ପରିଷଦ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ବ୍ରାହ୍ମଣୀ ସେତୁ ଉପରେ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇ ଗଣଧାରଣା ଦିଆଯାଇଛି। ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଟ୍ରକଲ କାର ଓ ଅନ୍ୟାନ୍ୟ ଯାନବାହାନ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe