ଦୁର୍ଗାପୁର ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜରପଡା ଥାନା ଦୁର୍ଗାପୁର ଗ୍ରାମ୍ୟ ବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗ୍ ବ୍ୟାଙ୍କ ଭିତରେ ପଶି ଲୁଟ୍ କରିଛନ୍ତି...

Durgapur Grama Bank robbery

Durgapur Grama Bank robbery Photograph: (sambad.in)

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜରପଡା ଥାନା ଦୁର୍ଗାପୁର ଗ୍ରାମ୍ୟ ବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗ୍ ବ୍ୟାଙ୍କ ଭିତରେ ପଶି ଲୁଟ୍ କରିଛନ୍ତି।

ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା ଖୋଲାଥିବା ଓ ଭିତର ପରିସ୍ଥିତି ଦେଖି ଡକାୟତି ହୋଇଥିବାର ଜାଣିବାକୁ ପାଇଥିଲେ। ଖବରପାଇ ବ୍ୟାଙ୍କ ଶାଖା ପରିଚାଳକ ଓ କର୍ମଚାରୀମାନେ ପହଞ୍ଚି ତଦନ୍ତ ଚଳେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି।

angul | Crime | Odisha Gramya Bank | Robbery

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe