ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

Advertisment
ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ସମ୍ବଲପୁର : ବୁର୍ଲା ପୁଲିସ ପୁଣି ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିଛି। କିଛି ଦୁର୍ବୃତ୍ତ ଶୁକ୍ରବାର ରାତି ଏ କଟାପାଲି ନିକଟରେ ପଥଚାରୀଙ୍କ ଠାରୁ ଡକାୟିତି କରିବାକୁ ଯୋଜନା କରୁଥିଲେ। ଏ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୁର୍ଲା ଇଆର୍‌ଭି ଟିମ୍‌ ଚଢ଼ଉ କରିଥିଲା। ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା। ପୁଲିସ ସେମାନଙ୍କ ପାଖରୁ ଗୋଟିଏ ଖଣ୍ଡା, ୨ଟି ଲୁହା ରଡ୍‌, ଗୋଟିଏ ଛୁରି ଓ ଗୋଟିଏ ଠେଙ୍ଗା ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe