ରୋଜ୍‌ଭ୍ୟାଲି ଠକେଇ, ଶ୍ରୀକାନ୍ତଙ୍କ ଜାମିନ ଖାରଜ

Advertisment
ରୋଜ୍‌ଭ୍ୟାଲି ଠକେଇ, ଶ୍ରୀକାନ୍ତଙ୍କ ଜାମିନ ଖାରଜ

Firstpost Hindi

କଟକ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଙ୍ଗଳା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମୋହତାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ସିବିଆଇ ପକ୍ଷରୁ ଏଏସଜି ଅନୁପ ବୋଷ ଓ ସ୍ପେଶାଲ ପିପି କାଳୀଚରଣ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe