ପୁରୀ: ‘ଶ୍ରୀମନ୍ଦିର ପରିକ୍ରମା’ ପ୍ରକଳ୍ପ ପାଇଁ କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ୍ ପକ୍ଷରୁ ୧ କୋଟି ଟଙ୍କା ଦାନ କରାଯାଇଛି। କର୍ପୋରେସନର ପରିଚାଳନା ନିର୍ଦେଶକ ଡ. ସୌମ୍ୟରଂଜନ ସାମଲ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ.କ୍ରିଷନ୍ କୁମାରଙ୍କୁ ଭେଟି ଏହି ଅର୍ଥରାଶି ଚେକ୍ରେ ପ୍ରଦାନ କରିଛନ୍ତି। ପୁରୀ ଧାମକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ହେବାକୁ ଥିବା ବିଭିନ୍ନ ସୁବିଧା ଓ ରହଣି କେନ୍ଦ୍ର ବାବଦରେ ଏହାକୁ ପରିଚାଳନା କମିଟି ପକ୍ଷରୁ ବିନିଯୋଗ କରାଯିବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୧ କୋଟି ଟଙ୍କା ଦେଲା କଳିଙ୍ଗ କମର୍ସିଆଲ
Advertisment
Follow Us