KNN India
ମହାମାରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମଇ) ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ଇସିଏଲ୍ଜିଏସ୍)ର ଅବଧିକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଦ୍ବାରା ୧.୩ କୋଟି ଏମ୍ଏସ୍ଏମ୍ଇ ଉପକୃତ ହେବେ। ସେମାନଙ୍କ ପାଇଁ ଗ୍ୟାରେଣ୍ଟି ରାଶିକୁ ୫୦ ହଜାର କୋଟି ଟଙ୍କା ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି। ଏମ୍ଏସ୍ଏମ୍ଇଗୁଡ଼ିକୁ ଅଧିକ ଦୃଢ଼, ପ୍ରତିଦ୍ବନ୍ଦ୍ବିତାକ୍ଷମ ଓ ପ୍ରଭାବୀ କରିବା ଲାଗି ୬୦୦୦ କୋଟି ଟଙ୍କାର ଆକ୍ସଲରେଟିଂ ଏମ୍ଏସ୍ଏମ୍ଇ ପରଫରମାନ୍ସ (ରାମ୍ପ) କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଯାହା ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।
Follow Us