ବାଣୀବିହାର ହଷ୍ଟେଲରେ ଅଣଛାତ୍ରଙ୍କ ସହିତ ଶାସକ ଦଳର ସଦସ୍ୟ ମଧ୍ୟ ରହୁଛନ୍ତି

ବାଣୀବିହାର ହଷ୍ଟେଲରେ ଅଣଛାତ୍ର ରହିବା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସୋମବାର ବାଣୀବିହାର ହଷ୍ଟେଲକୁ ଅଣଛାତ୍ର ମୁକ୍ତ କରାଯାଉଥିବା ବେଳେ ସେ କହିଛନ୍ତି ହଷ୍ଟେଲରୁ ଅଣଛାତ୍ର ବାହାରିବା ଦରକାର...

Ruling party members are also staying in Banavihar hostel along with non-students

Ruling party members are also staying in Banavihar hostel along with non-students Photograph: (sambad.in)

ଭୁବନେଶ୍ବର: ବାଣୀବିହାର ହଷ୍ଟେଲରେ ଅଣଛାତ୍ର ରହିବା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି।  ସୋମବାର ବାଣୀବିହାର ହଷ୍ଟେଲକୁ ଅଣଛାତ୍ର ମୁକ୍ତ କରାଯାଉଥିବା ବେଳେ ସେ କହିଛନ୍ତି ହଷ୍ଟେଲରୁ ଅଣଛାତ୍ର ବାହାରିବା ଦରକାର ।

ଅଣଛାତ୍ରଙ୍କ ପରି ଅନ୍ୟ କେତେକ ମଧ୍ୟ ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାସକ ଦଳର ସଦସ୍ୟ ଅଛନ୍ତି ।

ସେମାନଙ୍କୁ ବି ବାହାର କରିବା ଦରକାର  ବୋଲି ଇପ୍ସିତା କହିଛନ୍ତି। 

BJD | Ipsita Sahu

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe