‌ଯୋଜନା ବୋର୍ଡ ସଦସ୍ୟ ହେଲେ ସାଧୁ ନେପାକ

Advertisment
‌ଯୋଜନା ବୋର୍ଡ ସଦସ୍ୟ ହେଲେ ସାଧୁ ନେପାକ

Wikidata

ବରଗଡ଼: ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ସାଧୁ ନେପାକ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି। ବରଗଡ଼ ଏବଂ ପଶ୍ଚିମ ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ବିକାଶ ଦିଗରେ ସେ କାର୍ଯ୍ୟ କରିବେ ବୋଲି ଶ୍ରୀ ନେପାକ କହିଛନ୍ତି।

ବରଗଡ଼ ସିଟି ହସ୍ପିଟାଲର ଉନ୍ନତିକରଣ, କ୍ୟାନ୍‌ସର୍‌ ହସ୍ପିଟାଲ ନିର୍ମାଣ କାମ ଶୀଘ୍ର ଶେଷ, ଜିରା ବ୍ରିଜ୍‌ କାମ ତ୍ବରାନ୍ବିତ, ବନ୍ଦ କଳକାରଖାନାର ପୁନୋରୁଦ୍ଧାର, ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦିଗରେ ସେ ପ୍ରୟାସ କରିବେ ବୋଲି ଶ୍ରୀ ନେପାକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe