ଭୁବନେଶ୍ବର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଥିବା ଆଇଆର୍ପିଏସ୍ ଅଧିକାରୀ ସାଗରିକା ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ସେ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ରହିବେ। ସେହିପରି ହାଉସିଂବୋର୍ଡର ପ୍ରଶାସନିକ ଅଧିକାରୀ ଆରାଧନା ଦାସଙ୍କୁ ମଧ୍ୟ ହାଉସିଂବୋର୍ଡର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ସାଗରିକା ପଟ୍ଟନାୟକ ହେଲେ ହାଉସିଂବୋର୍ଡର ପରିଚାଳନା ନିର୍ଦ୍ଦେଶକ
Advertisment
Follow Us