ଶୈଳବାଳାଙ୍କ ପରଲୋକ

Advertisment
ଶୈଳବାଳାଙ୍କ ପରଲୋକ

ଭୁବନେଶ୍ୱର : ଶୈଳବାଳା ମିଶ୍ରଙ୍କର ବୁଧବାର ପରଲୋକ ଘଟିଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ ଓଡ଼ିଶା ସଚିବାଳୟରେ ଅର୍ଥ ବିଭାଗର ପୂର୍ବତନ ବରିଷ୍ଠ ସହାୟକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଧର୍ମପତ୍ନୀ ଏବଂ ପୁରୀ ଜିଲ୍ଳା ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଘନଶ୍ୟାମ ମିଶ୍ରଙ୍କର ତୃତୀୟ ସନ୍ତାନ ଥିଲେ। ମୃତ୍ୟୁଶଯ୍ୟା ପାଖରେ ପୁତ୍ର ସ୍ୱର୍ଣ୍ଣେନ୍ଦୁ, ପୁତ୍ରବଧୂ ମଧୁସ୍ମିତା, ଚାରି ଝିଅ, ଜ୍ୱାଇଁ, ନାତି, ନାତୁଣୀ ଓ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe