ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ୧୧ ୟୁନିଟ ରକ୍ତ ସଂଗ୍ରହ

Advertisment
ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ୧୧ ୟୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର: ଜଗତସିଂହପୁର ରକ୍ତ ଭଣ୍ଡାରରେ କରୋନା ମାଡ଼। ରକ୍ତ ଶିବିର ଆୟୋଜିତ ହେଉ ନ ଥିବାରୁ ରକ୍ତର ଘୋର ଅଭାବ ଦେଖା ଦେଇଛି। ଦୈନିକ ୧୫ ରୁ ୨୦ ୟୁନିଟ୍ ରକ୍ତ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଅଛି ମାତ୍ର ୨୨ ୟୁନିଟ୍।

ତେଣୁ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବିପଦର ବନ୍ଧୁ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି। ଏଥିରେ ଆଜି ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ପ୍ରତି ୫ ଦିନରେ ଥରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe