ଲଦାଖର ଶୀର୍ଷରେ ସମ୍ବଲପୁର ଡିଏଫ୍‌ଓ

Advertisment
ଲଦାଖର ଶୀର୍ଷରେ ସମ୍ବଲପୁର ଡିଏଫ୍‌ଓ

ସମ୍ବଲପୁର : ଲଦାଖର ଖରଦୁଙ୍ଗ ଲା ପାହାଡ଼ର ଶୀର୍ଷରେ ଏକ ସାଇକଲ୍‌ରେ ପହଞ୍ଚିଛନ୍ତି ସମ୍ବଲପୁର ଡିଏଫ୍‌ଓ ବିଶ୍ବନାଥ। ସାଇକଲ୍‌ରେ ୧୭,୯୮୨ ଫୁଟ୍‌ ଉଚ୍ଚକୁ ପହଞ୍ଚିବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କାର୍ଯ୍ୟରତ ଡିଏଫ୍‌ଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe