ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ

Advertisment
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ

ଦେବଗଡ଼: ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଯୋଗ ଦେଇ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ ଦେବଗଡ଼କୁ ଫେରିବା ସମୟରେ ତିଳେଇବଣୀ ବ୍ଲକର କୁରଡ଼ ଗ୍ରାମ ନିକଟରେ ଏନ୍ଏଚ୍-୪୯ରେ ଗତକାଲି ରାତିରେ ତାଙ୍କର ଗାଡ଼ିକୁ ପଛରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। କିନ୍ତୁ ଗାଡ଼ିରେ ବସିଥିବା ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି।

publive-image

ପ୍ରାପ୍ତ ସୂଚନା ଅନୁସାରେ ଏହି ଅଘଟଣ ଗତକାଲି ରାତି ପ୍ରାୟ ଏଗାରଟା ବେଳେ ଘଟିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe