Whatshot
ବରଗଡ଼ : ସମ୍ବଲପୁରୀ ବସ୍ତ୍ରର ପ୍ରଚାରପ୍ରସାର ଏବଂ ଆଦୃତି ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଏକ ନିଆରା ପଦକ୍ଷେପ ନେଇଛି। ଏଣିକି ପ୍ରତି ସୋମବାର ସବୁ ଅଫିସ୍ର ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପୋଷାକ ପରିଧାନ କରିବେ। ଯେଉଁ କାର୍ଯ୍ୟାଳୟ କିମ୍ବା ଅନୁଷ୍ଠାନରେ ଡ୍ରେସ୍ କୋଡ୍ ରହିଛି, ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଏନେଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ ପତ୍ରସଂଖ୍ୟା ୧୩୧୫ରେ ନିର୍ଦ୍ଦେଶାନାମା ଜାରି କରିଛନ୍ତି।
Follow Us