ଅବାଧ ବାଲିଚାଲାଣ, ୪ ହାଇୱା ଜବତ

Advertisment
ଅବାଧ ବାଲିଚାଲାଣ, ୪ ହାଇୱା ଜବତ

ପାଣିକୋଇଲି: ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଗତକାଲି ରାତିରେ ଷଠିପୁର ନିକଟରେ ଚଢ଼ଉ କରି ୪ଟି ବାଲି‌ ବୋଝେଇ ହାଇୱା ଜବତ କରିଛନ୍ତି। ବିଳମ୍ବିତ ରାତିରେ ଓଡି-୨୨ଟି-୮୮୯୯, ଓଡି-୦୧ଏଏମ-୩୮୬୨, ଓଡି-୨୨କିୟୁ-୭୮୬୧, ଓଡି-୨୨କେ- ୧୦୨୫ ନମ୍ବର ହାଇୱାକୁ ଜବତ କରାଯାଇ ପାଣିକୋଇଲି ପୁଲିସ ଜିମା ଦିଆଯାଇଛି।

ଚଢ଼ଉରେ ବ୍ୟାସନଗର ତହସିଲଦାର ଶ୍ରୀ ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାମଲଙ୍କ ସହ ପାଣିକୋଇଲି ପୁଲିସ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe