ଭୁବନେଶ୍ବର : ବରିଷ୍ଠ ଆଇଏଏସ୍ ଅଫିସର୍ ସଞ୍ଜୟ କୁମାର ସିଂହ ଆଜି ସୂଚନା ଓ େଲାକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ସିଂହ ଏହି ନୂଆ ଦାୟିତ୍ବ ସହ ଇଡ୍କୋ ସିଏମ୍ଡି ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
ସୂଚନା ଓ ଲୋକସମ୍ପର୍କ ସଚିବ ଭାବେ ଦାୟିତ୍ବ ନେଲେ ସଞ୍ଜୟ ସିଂହ
Advertisment
Follow Us