ସରୋଜିନୀଙ୍କ ନାମାଙ୍କନ ଅସମ୍ପୂର୍ଣ୍ଣ ନୁହେଁ

Advertisment
ସରୋଜିନୀଙ୍କ ନାମାଙ୍କନ ଅସମ୍ପୂର୍ଣ୍ଣ ନୁହେଁ

naveenpatnaik.com

ବାରିପଦା: ବାରିପଦା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ସରୋଜିନୀ ହେମ୍ବ୍ରମ୍‌ଙ୍କ ନାମାଙ୍କନପତ୍ରରେ ତଥ୍ୟ ଅସମ୍ପୂର୍ଣ୍ଣ ନାହିଁ। ଯାଞ୍ଚ ପରେ ଏହା ଜଣାପଡ଼ିଛି।

ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିକଟରେ ସରୋଜିନୀ ତାଙ୍କ ମନୋନୟନ ପତ୍ରରେ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ଏବଂ ଅନେକ କଥା ଲ‌ୁଚେଇଥିବା ଅଭିଯୋଗ କରିଥିଲେ। ଏହି ଆଧାରରେ ସରୋଜିନୀଙ୍କ ପ୍ରାର୍ଥିପତ୍ରକୁ ନାକଚ କରିବାକୁ ଦାବି କରିଥିଲେ। ମାତ୍ର, ଯାଞ୍ଚ ପରେ ଅଭିଯୋଗ ଭିତ୍ତିହୀନ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe