ସାରୁଅ ଜମି ଦୁର୍ନୀତି ମାମଲା : ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ଇଓଡବ୍ଲୁର ନୋଟିସ୍

ଜାଲିଆତି କରି ୫କୋଟି ଋଣ ନେଇଥିଲେ, ବନ୍ଧା ହେଲେ ଘରୋଇ କଂପାନିର ନିର୍ଦ୍ଦେଶକ ରାଜୀବ ଲୋଚନ ଦାସ

tradingandinvestments.in

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ସେ ହେଲେ ନିହାର ରଞ୍ଜନ ଭୂୟାଁ। ଜମି ଜାଲିଆତି ମାମଲାରେ ଅଧିକ ଖୋଳତାଡ଼ ପାଇଁ ତାଙ୍କୁ ଇଓଡବ୍ଲୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଗତ ଦୁଇଦିନ ଧରି ଅନ୍ୟତମ ନିର୍ଦ୍ଦେଶକ ବିଭୁ ରଥଙ୍କୁ ମାରାଥନ୍ ଜେରା କରିଛି ଇଓଡବ୍ଲୁ। ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଦୁଇ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବପ୍ରସାଦ ଶ୍ରୀଚନ୍ଦନ ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe