ପରେଡ୍‌ରେ ଅଭିବାଦନ ଗ୍ରହଣ କଲେ ମଧ୍ୟବର୍ତ୍ତୀକାଳୀନ ଡିଜିପି ସତ୍ୟଜିତ ମହାନ୍ତି

Advertisment
ପରେଡ୍‌ରେ ଅଭିବାଦନ ଗ୍ରହଣ କଲେ ମଧ୍ୟବର୍ତ୍ତୀକାଳୀନ ଡିଜିପି ସତ୍ୟଜିତ ମହାନ୍ତି

କଟକ: ଗୁରୁବାର ସକାଳ ୧୦ଟା ବେଳେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି।
୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଶ୍ରୀ ମହାନ୍ତି କହିଲେ କି, ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ।

ଡେପୁଟେସନ୍‌ରେ କେନ୍ଦ୍ରକୁ ଯାଇଥିବା ପୁଲିସ ଅଧିକାରୀ ଶ୍ରୀ ଅଭୟ ଆସିବା ଯାଏଁ ସେ ମଧ୍ୟବର୍ତ୍ତୀକାଳୀନ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ।

କଟକସ୍ଥିତ କାର୍ଯ୍ୟାଳୟରେ ଅଗ୍ନିଶମ ଡିଜି ଭାବେ ଆଜି ପୂର୍ବାହ୍ନରେ ସୁନୀଲ ରାୟ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe