ଭୁବନେଶ୍ବର: ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍ ମ୍ୟାନ୍ ଭାବେ ଜଣାଶୁଣା ଶ୍ରୀ ରଥ ଆଫ୍ରିକାର କିଲିମାନଜାରୋ ଆନ୍ତର୍ଜାତୀୟ ମାରାଥନରେ ହାଫ୍ ମାରାଥନ୍ (୨୧କିମି) ସମାପ୍ତ କରି ସେଠାରେ ଭାରତୀୟ ଜାତୀୟ ପତାକା ଉଡ଼ାଇଛନ୍ତି। ଶ୍ରୀ ରଥ ଓ ତାଙ୍କର ଧର୍ମପତ୍ନୀ ଡ. ସାଗରିକା ମିଶ୍ର ଆସନ୍ତାକାଲିଠାରୁ ଆଫ୍ରିକାର ସର୍ବୋଚ୍ଚ ପର୍ବତ ଆରୋହଣ କରିବାକୁ ଯାତ୍ରା ଆରମ୍ଭ କରିବେ।
/sambad/media/media_files/2025/02/23/saubhagya-509611.jpg)
Follow Us