କାଳିଆ ସେଲରେ ୭ଜଣ ଓଏଏସ୍‌ ଓଏସ୍‌ଡି ନିଯୁକ୍ତି

Advertisment
କାଳିଆ ସେଲରେ ୭ଜଣ ଓଏଏସ୍‌ ଓଏସ୍‌ଡି ନିଯୁକ୍ତି

ଭୁବନେଶ୍ବର : ସମବାୟ ବିଭାଗରେ ଖୋଲିଥିବା ‘କାଳିଆ’ ଯୋଜନା ସେଲ୍‌ର ଓଏସ୍‌ଡି ଭାବେ ୭ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ କରିଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ପାଇଥିବା ୭ଜଣ ଓଏଏସ୍‌ ଅଧିକାରୀ ହେଉଛନ୍ତିି ପ୍ରଫୁଲ୍ଲ କୁମାର ସ୍ବାଇଁ, ସଞ୍ଜୀବିତା ରାୟ, କୈଳାସ ଚନ୍ଦ୍ର ଦାସ, ଦିଲ୍ଲୀପ କୁମାର ମହାପାତ୍ର, ସୋନିଆ ବେହେରା, ଜ୍ୟୋତିଶଙ୍କର ମହାପାତ୍ର ଓ ସୁସ୍ମିତା ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe