ସବିତା ଦାସ ଢେଙ୍କାନାଳ ଜିଲ୍ଲା ସ୍ବତନ୍ତ୍ର ଜଜ୍‌ ଭିଜିଲାନ୍ସ

Advertisment
ସବିତା ଦାସ ଢେଙ୍କାନାଳ ଜିଲ୍ଲା ସ୍ବତନ୍ତ୍ର ଜଜ୍‌ ଭିଜିଲାନ୍ସ

ଭୁ‌ବନେଶ୍ବର : ଢେଙ୍କାନାଳ ଜିଲ୍ଲା ସ୍ବତନ୍ତ୍ର ଜଜ୍‌, ଭିଜିଲାନ୍ସରେ ସବିତା ଦାସ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ କଟକରେ ଜମି ଅଧିଗ୍ରହଣ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କର ସେ ହେଉଛନ୍ତି ସହଧର୍ମିଣୀ। ବାରିପଦାର ଇଞ୍ଜିନିୟର ସ୍ବର୍ଗତ ବିନୋଦ ମାଧବ ଦାସଙ୍କ କନ୍ୟା ଏବଂ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିତାଇ ଚରଣ ମହାନ୍ତିଙ୍କର ଭାଣିଜୀ ହେଉଛନ୍ତି ସବିତା ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe