ସ୍କୁଟି ଡିକିରୁ ୪.୫ ଲକ୍ଷ ଲୁଟ୍‌

Advertisment
ସ୍କୁଟି ଡିକିରୁ ୪.୫ ଲକ୍ଷ ଲୁଟ୍‌

YouTube

ବଲାଙ୍ଗୀର: ବଲାଙ୍ଗୀର ସହରରେ ଡିକି ଲୁଟେରା ମାତିଛନ୍ତି। ଲୁଟେରାମାନଙ୍କର ଟେର୍ ବି ପାଇ ପାରୁନାହିଁ ଆଦର୍ଶ ଥାନା ପୁଲିସ।

ସୋମବାର ସହରର ମଧ୍ୟ ଭାଗରେ ଜନଗହଳି ସ୍ଥାନ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ଯୁବ ବ୍ୟବସାୟୀ ଅରୁଣ ବେହେରାଙ୍କ ଏକ ସ୍କୁଟି ଡିକିରୁ ୪ ଲକ୍ଷ ୫୦  ହଜାର ଟଙ୍କା ଦୁର୍ବୃତ୍ତମାନେ ନେଇ ଫେରାର୍ ମାରିଛନ୍ତି। ଶ୍ରୀ ବେହେରା ବଲାଙ୍ଗୀର ଆଦର୍ଶ ଥାନାକୁ ଯାଇ ଏତଲା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe