ରାଜ୍ୟ Leading ଜୁନ ୧୭ରେ ସ୍କୁଲ୍ ଖୋଲିବ ନାହିଁ, ଜୁଲାଇରେ ନିଷ୍ପତ୍ତି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ 31 May 2020 10:59 IST Sambad Digital Follow Us image source-odisha bytes ଭୁବନେଶ୍ବର: ଆଗାମୀ ଜୁନ ୧୭ ତାରିଖରେ ସ୍କୁଲ୍ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିତି ଅନୁଧ୍ୟାନ ପରେ ଜୁଲାଇରେ ଏନେଇ ନିଷ୍ପତ୍ତି ନିଆଯିବ।