ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ସ୍କୁଲ ପିଲାମାନଙ୍କୁ ରାଜ୍ୟ ସରକାର ଜୋତା ସହ ପରିଚୟପତ୍ର ଦେବାକୁ ଯୋଜନା କରୁଛନ୍ତି। ପୂର୍ବରୁ କେବଳ ସ୍କୁଲ ୟୁନିଫର୍ମ ଦିଆଯାଉଥିଲା। ମାତ୍ର ଆସନ୍ତା ବର୍ଷ ଠାରୁ ସ୍କୁଲ ପିଲାଙ୍କୁ ଜୋତା ସହ ଡ୍ରେସ ମଧ୍ୟ ମିଳିବ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ ଅନ୍ତର୍ଗତ ପିଲାଙ୍କୁ ଜୋତା ସହ ଡ୍ରେସ ମିଳୁଥିଲା।
ସବୁ ସ୍କୁଲ ପିଲାଙ୍କୁ ମିଳିବ ଜୋତା ସହ ପରିଚୟପତ୍ର
Advertisment
Follow Us