ଜଳିଗଲା ସ୍କୁଟି ଅଳ୍ପକେ ବର୍ତ୍ତିଲେ ଚାଳକ

Advertisment
ଜଳିଗଲା ସ୍କୁଟି ଅଳ୍ପକେ ବର୍ତ୍ତିଲେ ଚାଳକ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ସତ୍ୟବାଦୀନଗର ନିକଟରେ ଆଜି ସକାଳେ ଏକ ସ୍କୁଟି ରାସ୍ତା ଉପରେ ହୁତ୍‌ହୁତ୍ ହୋଇ ସଂପୂର୍ଣ୍ଣ ଭାବେ ଜଳିଯାଇଛି। ଜଣେ ବ୍ୟକ୍ତି ତାଙ୍କ ହିରୋ ପ୍ଲେଜର୍ ସ୍କୁଟିରେ କୌଣସି କାମରେ ଯାଉଥିବା ବେଳେ ହଠାତ୍ ପଛପଟୁ ଧୂଆଁ ବାହାରୁଥିବା ଦେଖି ଓହ୍ଲାଇ ପଡ଼ି ଜୀବନ ବଞ୍ଚାଇଥି‌ଲେ। ଏହାପରେ ଗାଡ଼ିଟି ଜଳିଯାଇଥିଲା। ଛତ୍ରପୁର ଅଗ୍ନିଶମବାହିନୀ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe