ସ୍ପଷ୍ଟୀକରଣ ଦେଲେ ସରକାର, ଦ୍ବିତୀୟ ଶନିବାର ବି ଛୁଟି ରହିବ

Advertisment
ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ୍‌ କୋଡ୍‌

The Hindu

ଭୁବନେଶ୍ବର : ଦୁଇ ଦିନ ତଳେ ସରକାର ଚତୁର୍ଥ ଶନିବାରକୁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଥିଲେ। ଏହା ସହ ସରକାରୀ କାର୍ଯ୍ୟାଳୟର ସମୟରେ କିଛିଟା ପରିବର୍ତ୍ତନ କରି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ରଖିଥିଲେ। ତେବେ ପୂର୍ବ ପରି ଦ୍ବିତୀୟ ଶନିବାର ଛୁଟି ରହିବ କି ନାହିଁ, ସେ ନେଇ କର୍ମଚାରୀମାନେ ଦ୍ବନ୍ଦ୍ବରେ ରହିଥିଲେ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହାର ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବ ପରି ଦ୍ବିତୀୟ ଶନିବାର ଓ ସବୁ ରବିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe