ମାସକୁ ୨ ଦିନ ଭିକ୍ଷୁକଙ୍କୁ ଦେଖିବେ ଡା. ରାମଚନ୍ଦାନୀ

Advertisment
ମାସକୁ ୨ ଦିନ ଭିକ୍ଷୁକଙ୍କୁ ଦେଖିବେ ଡା. ରାମଚନ୍ଦାନୀ

ସମ୍ବଲପୁର: ଭିକ୍ଷୁକ ମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର କ୍ଲିନିକ୍ ଆରମ୍ଭ କରିଛନ୍ତି ଡା. ଶଂକର ରାମଚନ୍ଦାନୀ। ପୂର୍ବରୁ ସେ ଟଙ୍କିକିଆ କ୍ଲିନିକ୍ ଚଳାଉଥିଲେ ବି ଅନେକ ସମୟରେ ଭିକାରୀ ମାନେ ସେହି ଭିତରକୁ ଯିବାକୁ ସଂକୋଚ ବୋଧ କରୁଥିଲେ। ତେଣୁ ମାସକୁ ଦିନେ ବୁର୍ଲାରେ ଓ ଦିନେ ପଦ୍ମପୁରରେ ସ୍ବତନ୍ତ୍ରଭାବେ ଭିକ୍ଷୁକ ମାନଙ୍କ ଚିକିତ୍ସା କରିବେ ବୋଲି ଡା. ରାମଚନ୍ଦାନୀ ଘୋଷଣା କରିଛନ୍ତି।

publive-image

ବୁଧବାର ସେ ପ୍ରଥମେ ଜଣେ ମହିଳା ଭିକ୍ଷୁକଙ୍କ ଚିକିତ୍ସା କରି ଏହି କ୍ଲିନିକ୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ନିଜ କାର୍‌ରେ ନେଇ ତାଙ୍କ ଘରେ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe