The Guardian Nigeria
ଝାରସୁଗୁଡ଼ା: ଗତ ମାର୍ଚ୍ଚ ୨୦ ତାରିଖ ଦିନ ଝାରସୁଗୁଡ଼ା ଥାନା ଅଧୀନରେ ହୋଇଥିବା ଏକ ଲୁଟ୍ ମାମଲାରେ ପୁଲିସ ଦୁଇ ଜଣ ଲୁଟେରା ଓରିଏଣ୍ଟ ଥାନା ବୁଧିଜାମ ପଞ୍ଜାବି ପଡ଼ାର ପପିନ୍ଦ୍ର ସିଂହ(୩୨) ଓ ବ୍ରଜରାଜନଗର ମୁଖ୍ୟ ବଜାରର ଆକାଶ ସାହା(୨୫)କୁ ଗିରଫ କରିଛି।
ସେମାନଙ୍କ ଠାରୁ ଲୁଟ୍ ମୋବାଇଲ ଫୋନ ଏବଂ ବହୁ ସୁନା ଅଳଙ୍କାର ଜବତ କରାଯାଇଛି। ଏହି ଲୁଟ୍ ଘଟଣାରେ ପୁଲିସ ଥାନା କେସ୍ ନମ୍ବର ୧୬୨ ଦଫା ୫୪୦, ୩୯୪ ଆଇପିସିରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଆଇଆଇସି ସାବିତ୍ରୀ ବଳ ଜଣାଇଛନ୍ତି।
Follow Us