ଗଞ୍ଜେଇ ମାଫିଆର ୪୫ ଲକ୍ଷର ସମ୍ପତ୍ତି ଜବତ

Advertisment
ଗଞ୍ଜେଇ ମାଫିଆର ୪୫ ଲକ୍ଷର ସମ୍ପତ୍ତି ଜବତ

ରାୟଗଡ଼ା : କାଠ ବ୍ୟବସାୟରୁ ଗଞ୍ଜେଇ ମାଫିଆ ପାଲଟିଥିବା କରୁଣା ହିଆଲଙ୍କ କଳା ସାମ୍ରାଜ୍ୟରେ ତାଲା ଝୁଲାଇଛି ପୁଲିସ୍। ବେଆଇନ ସମ୍ପତ୍ତି ଆୟ ଅଭିଯୋଗରେ ଅର୍ଥ ବିଭାଗର ସ୍ବତନ୍ତ୍ର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମୋଟ୍‌ ୪୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଦୁଇଟି ଆକାଉଣ୍ଟ୍ ଅଚଳ ସହ ଘର ଏବଂ ଗଞ୍ଜେଇ ବ୍ୟବସାୟରେ ବ୍ୟବହୃତ ହେଉଥିବା ତିନୋଟି ଗାଡ଼ିକୁ ପୁଲିସ୍ ଜବତ କରିଛି।
ଅର୍ଥ ବିଭାଗର ସ୍ବତନ୍ତ୍ର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe