ବରିଷ୍ଠ ସାମ୍ବାଦିକ ହାରୁଲାଲ ଦାସଗୁପ୍ତାଙ୍କ ପରଲୋକ

Advertisment
ବରିଷ୍ଠ ସାମ୍ବାଦିକ ହାରୁଲାଲ ଦାସଗୁପ୍ତାଙ୍କ ପରଲୋକ

????????????????????????????????????

କଟକ : ବରିଷ୍ଠ ସାମ୍ବାଦିକ ହାରୁଲାଲ ଦାସଗୁପ୍ତାଙ୍କ ଆଜି ଦିନ ସାଢ଼େ ୧ଟା ବେଳେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ବର୍ଷ ‌େହାଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଗତ କିଛି ଦିନ ହେବ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁଅ ସାମ୍ବାଦିକ ସଂଜୀବ ଦାସଗୁପ୍ତାଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ। ସତୀଚଉରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ସଂଜୀବ ଦାସଗୁପ୍ତା ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe