ଆଜିଠାରୁ ପୃଥକ ମିଶନ୍ ଶକ୍ତି ବିଭାଗର କାର୍ଯ୍ୟ ଆରମ୍ଭ

ଆଜିଠାରୁ ପୃଥକ ମିଶନ୍ ଶକ୍ତି ବିଭାଗର କାର୍ଯ୍ୟ ଆରମ୍ଭ

image source-thehawk.in

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ୍ ଶକ୍ତି ବିଭାଗ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି।୮୦ ଲକ୍ଷ ମହିଳା ଏସଏଚଜି ସଦସ୍ୟଙ୍କ ଅର୍ଥନୈତିକ ସଶକ୍ତିକରଣର ଯତ୍ନ ନେଉଥିବା ଏକ ପୃଥକ ମିଶନ୍ ଶକ୍ତି ବିଭାଗ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିବ। ଏହି ବିଭାଗର ଦାୟିତ୍ବରେ ଦୁଇଜଣ ମହିଳା ଅଛନ୍ତି। ସେମାନେ ହେଲେ ମନ୍ତ୍ରୀ ଟୁକୁନି ସାହୁ ଓ ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe