ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାରେ ସେବା ଅବଧି ବଢ଼ିଲା

Advertisment
ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାରେ ସେବା ଅବଧି ବଢ଼ିଲା

Pritchard Industries

ଭୁବନେଶ୍ବର : ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାରେ ସରକାରୀ ହସ୍ପିଟାଲରେ ସଫେଇ ଓ ପରିମଳ ଓ ସୁରକ୍ଷା ସେବା ଯୋଗାଉଥିବା ସଂସ୍ଥାର ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ପରବର୍ତୀ ଟେଣ୍ଡର ହେବା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସେବା ଯୋଗାଉଥିବା ସଂସ୍ଥା ପୂବର୍ଭଳି ସେବା ଯୋଗାଇବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଡିଏମ୍‌ଇଟି ଓ ଓବିସିସି ପରିଚାଳନା ନିର୍ଦେଶକଙ୍କୁ ଚିଠି ଜାରି ହୋଇଛି। ତେବେ ଆସନ୍ତା ୨ମାସ ଭିତରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ତେଣୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe