ରାଜ୍ୟ ରାଜନୀତି ଶେଷ କୁମାର ବିଜେଡିରୁ ବହିଷ୍କୃତ Advertisment April 12, 2019, 02:45 AM IST 12 Apr 2019 02:45 IST Sambad Digital Follow Us Odisha Sun Times ଭୁବନେଶ୍ବର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶେଷ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ବହିଷ୍କୃତ କରିଛନ୍ତି। ଆଜି ଶ୍ରୀ ମେହେରଙ୍କୁ ବହିଷ୍କାର ନେଇ ଦଳ ପକ୍ଷରୁ ପ୍ରେସ୍ ଇସ୍ତାହାରରେ ଜଣାଇ ଦିଆଯାଇଛି।