ପୁଲିସ ପଦକ ଘୋଷିତ: ଓଡ଼ିଶାର ୭ଜଣଙ୍କୁ ମିଳିବ ପୁଲିସ ପଦକ

ପୁଲିସ ପଦକ ଘୋଷିତ: ଓଡ଼ିଶାର ୭ଜଣଙ୍କୁ ମିଳିବ ପୁଲିସ ପଦକ

ଭୁବନେଶ୍ୱର: ଓଡ଼ିଶାର ୭ଜଣଙ୍କୁ ପୁଲିସ ପଦକ ମିଳିବ ବୋଲି ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ଅବସରରେ ଯୋଗ୍ୟ ବିବେଚିତ ପୁଲିସ କର୍ମଚାରୀମାନଙ୍କୁ ଏହି ପଦକ ମିଳିବ। ଘୋଷଣା ଅନୁସାରେ ଉଲ୍ଲେଖନୀୟ ସେବା ପାଇଁ ଏଏସ୍‌ଆଇ ବି ଦୁର୍ଗାପ୍ରସାଦ ରାଓ, ଏଏସ୍‌ଆଇ ଏସ୍‌ କେ ଅନଓ୍ଵାର, ହାବିଲଦାର୍‌ ସୁଧାଂଶୁ ମୋହନ ଦେହୁରୀ, କନଷ୍ଟେବଲ ଶତ୍ରୁଘ୍ନ ବରାଳ, କନଷ୍ଟେବଲ ନରେନ୍ଦ୍ର ପାଲ, ନି ନାଗେଶ୍ୱର ରାଓ ଓ ସଞ୍ଜୟ ରାୟଙ୍କୁ ପଦକ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe