ସାପ କାମୁଡ଼ାରୁ ମୁକ୍ତି ପାଇଁ ସାତଟି କାମ

Advertisment
ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

Symbolic picture by voanews.com

ଯଦି ଆପଣ ସାପକୁ ଡରୁଥାଆନ୍ତି, ତେବେ ଏହି ସାତଟି କାମ ନିଶ୍ଚିତ କରନ୍ତୁ:
ସୁନିଶ୍ଚିତ କରନ୍ତୁ ଯେ କବାଟ ଓ ଝରକାରେ କୌଣସି ଅବାଞ୍ଛିତ ଫାଙ୍କ ନାହିଁ। କବାଟ ଓ ଝରକା ବନ୍ଦ ହେବା ପରେ ବି ଯେପରି କୌଣସି ଫାଙ୍କ ରହୁ ନଥାଏ। ତଳମହଲା ଚଟାଣରେ ବହୁଦିନ ଧରି ଜାଗା ମାଡ଼ି ବସୁଥିବା କୌଣସି ଜିନିଷ ରଖନ୍ତୁ ନାହିଁ। ଘରେ କେହି ରୁହନ୍ତୁ କି ନ ରୁହନ୍ତୁ, ତଳ ମହଲାର ଅଗଣା ନିଶ୍ଚୟ ଝାଡ଼ୁ କରନ୍ତୁ। ଯଦି ବର୍ଷା ଦିନ ଆସିବା ପୂର୍ବରୁ ପଛ ଅଗଣାରୁ ଅଳିଆ ଅରମା ସଫା କରିନାହାନ୍ତି, ସାହସ କରି ଖରାବେଳେ ସଫା କରି ନିଅନ୍ତୁ। ଝିପିଝିପି ବର୍ଷା ବେଳେ କିଛି କଳା ଫିନାଇଲରେ ଅଳ୍ପ ପାଣି ମିଶାଇ ଛିଞ୍ଚି ଦିଅନ୍ତୁ। ସେଇ ଗନ୍ଧ ସାପ ପାଇଁ କଷ୍ଟଦାୟକ ହୋଇଥିବାରୁ ସାପ ଦୂରେଇ ଯାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe