ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟ୍ର ଆଜି ପର୍ଦ୍ଦାଫାସ ହୋଇଛି। ଗତ କିଛିଦିନ ଧରି ସ୍ଥାନୀୟ ଅଖାରିଆ ଗାଁରେ ଗୋଟିଏ ଘରେ ଏହି କାରବାର ଚାଲିଥିଲା। ଓଡ଼ଗାଁ ପୁଲିସ ଅପରାହ୍ନରେ ଅଚାନକ ଚଢାଉ କରି ସେଠାରୁ ଦୁଇ ଜଣ ଦେହଜୀବୀଙ୍କୁ ହେପାଜତକୁ ନେଇଛି। ଏବଂ ବେପାରୀକୁ ଗିରଫ କରି କରିଛି। ଦେହଜୀବୀ ଦୁଇଜଣଙ୍କୁ ଷ୍ଟେ ହୋମ୍ରେ ରଖାଯାଇଛି। ଏସମ୍ପର୍କରେ ଅଧିକ ଖୋଳତାଡ ପୁଲିସ କରୁଥିବା ଜଣାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us