ଜୟପୁରରେ ଶଙ୍କରାଚାର୍ଯ୍ୟଙ୍କ ହିନ୍ଦୁରାଷ୍ଟ୍ର ଧର୍ମସଭା: ‘ଏକ ଟଙ୍କା, ଏକ ଘଣ୍ଟା ଦାନ କରନ୍ତୁ ହିନ୍ଦୁ’

Advertisment
ଜୟପୁରରେ ଶଙ୍କରାଚାର୍ଯ୍ୟଙ୍କ ହିନ୍ଦୁରାଷ୍ଟ୍ର ଧର୍ମସଭା: ‘ଏକ ଟଙ୍କା, ଏକ ଘଣ୍ଟା ଦାନ କରନ୍ତୁ ହିନ୍ଦୁ’

ଜୟପୁର : ବଳପୂର୍ବକ ନୁହେଁ ଭାବନାପୂର୍ବକ ଦାନ ଦିଅନ୍ତୁ। ପ୍ରତ୍ୟେକ ହିନ୍ଦୁ ପରିବାର ପ୍ରତିଦିନ ଏକ ଟଙ୍କା ଓ ଏକ ଘଣ୍ଟା ସମୟ ଆଖପାଖର ମଠ, ମନ୍ଦିର ତଥା ସମାଜରେ ବିନିଯୋଗ କରନ୍ତୁ। ଏହାଦ୍ବାରା ନିଜ କ୍ଷେତ୍ରକୁ ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସେବାପରାୟଣ ଓ ସୁସ୍ଥ କରିବାରେ ନିଶ୍ଚିତ ସହାୟକ ହୋଇପାରିବେ। ଜୟପୁର ଦଶହରା ପଡ଼ିଆରେ ଆୟୋଜିତ ବିଶାଳ ହିନ୍ଦୁରାଷ୍ଟ୍ର ଧର୍ମସଭାରେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଶ୍ରୀମଦ୍‌ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ସମୃଦ୍ଧ ହିନ୍ଦୁରାଷ୍ଟ୍ର ଗଠନ ନିମନ୍ତେ ଏମିତି ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe