କଟକରେ ସପ୍ତାହାନ୍ତ ସଟଡାଉନ, ସହରର ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି

Advertisment
କଟକରେ ସପ୍ତାହାନ୍ତ ସଟଡାଉନ, ସହରର ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି

କଟକ: କରୋନା ଭୟାବହତାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜିଠୁ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହୋଇଛି । କଟକ ଡିସିପିଙ୍କ ନିର୍ଦେଶକ୍ରମେ ସହରର ପ୍ରବେଶ ପଥରେ ନାକା କରା ଯାଇଥିବା ବେଳେ ଗାଡିମଟର ଯାଞ୍ଚ କରାଯାଉଛି। ଜରୁରୀ ସେବାକୁ ଅନୁମତି ଥିବା ବେଳେ ସହରରେ ସବୁ ଦୋକାନବଜାର ବନ୍ଦ ରହିଛି। ସଟଡାଉନରେ ପୁରା ଟିମ ସହ କଡ଼ା ଚେକିଂ କରୁଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଏହାସହ ଯେଉଁ ଅମାନିଆ ନିୟମ ଉଲଘଂନ କରୁଛନ୍ତି ତାଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe