ଜୟପୁର: ବେଶ୍ ପରିଚିତ ଗାୟକ ମୁରଲୀ ପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ରାଜାନଗର ଦଶହରା ମହୋତ୍ସବ ମଞ୍ଚରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ହଠାତ୍ ଟଳି ପଡ଼ିଲେ। ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଜୟପୁରର ଅକ୍ଷୟ ମହାନ୍ତି ଭାବେ ସେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
Follow Us